-710.00

Hi Speed Mini Perfume Fan(ହାଇ ସ୍ଫିଡ ମିନି କୁଲର ଫ୍ୟାନ)

ଗରମରୁ ମୁକ୍ତି ଆସିଗଲା ମିନି କୁଲର ଯେ କି ଆପଣଙ୍କୁ ପବନ ସହ ସୁଗନ୍ଧ ର ମହକ ଅନୁଭବ କରାଇବ।

1,070.00 360.00

Compare

Description

ଏହି ଛୋଟ ଫ୍ୟାନ ଟି ଆପଣଙ୍କ ଘରକୁ ସୁବାସିତ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଛୋଟ ଟ୍ରେରେ କିଛି ପାଣି ରଖି ସେଥିରେ ଆବଶ୍ୟକ ପରିମାଣରେ କୈାଣସି ବାସ୍ନା ହେଉଥିବା ସୁବାସିତ ଦ୍ରବ୍ୟ ପକାନ୍ତୁ । ଏହାର ଛୋଟ ଫ୍ୟାନ ଟି ଆପଣଙ୍କ ଘରକୁ ସୁବାସିତ କରିବାରେ ସାହାଯ୍ୟ କରିବ।

*ଏହି ଫ୍ୟାନଟି 5 ଭୋଲ୍ଟର ରେ ଚାଲିଥାଏ।
*ଏହି ଫ୍ୟାନ ଟିକୁ ଆପଣଙ୍କ ମୋବାଇଲ ଫୋନ ର ଚାର୍ଜର ରେ ମଧ୍ୟ ଚଲାଇ ପାରିବେ।
*ଏହି ଫ୍ୟାନ ଟିକୁ ଆପଣ ୪ଗୋଟି ପେନସିଲ ବ୍ୟାଟେରୀ ରେ ବି ଚଲାଇ ପାରିବେ।
*ଏହି ଫ୍ୟାନ ଟିକୁ ଆପଣ କାର(CAR) ରେ ମଧ୍ୟ ବ୍ୟବହାର କରିପାରିବେ।
*ଏହି ଫ୍ୟାନ ର ଟ୍ରେରେ ପାଣି ସହ କିଛି ବରଫ ବ୍ୟବହାର କରି ଥଣ୍ଡା ପବନର ମଜା ନେଇ ପାରିବେ।

Vendor Information

  • Store Name: Jagan Dash
  • Vendor: Jagan Dash
  • Address: -
    Orissa
  • No ratings found yet!